ଭୁବନେଶ୍ବର, ୧୧/୫ : ବାତ୍ୟା ଅସାନୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବର୍ଷା ଜାରି । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ତେଣୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ ।ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ଭୁବନେଶ୍ୱର ଅଞ୍ଚଳରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳର ସ୍ଥିତି ବୁଲି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ। ସାଙ୍ଗରେ […]Continue Reading