Home Posts tagged blast in hitech medical college
Odisha News
ଭୁବନେଶ୍ୱର,୨୯/୧୨ : ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ରେ ବିସ୍ଫୋରଣ। ହସ୍ପିଟାଲ ତୃତୀୟ ମହଲାରେ ଏସି ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ରୁ୪ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ମେଡ଼ିକାଲ୍ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।ମେଡ଼ିକାଲ୍ର ତୃତୀୟ ମହଲାରେ କନ୍ଷ୍ଟ୍ରକ୍ସନ୍ କାମ ଚାଲିଥିଲା। ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା।ଯେଉଁଥିପାଇଁ ନିଆଁ ବ୍ୟାପି ଯାଇଥିଲା। ମେଡ଼ିକାଲ୍ Continue Reading
Seo wordpress plugin by www.seowizard.org.