Home Posts tagged BJP MP Varun Gandhi
Odisha News
ନୂଆଦିଲ୍ଲୀ,୨୪/୬: ଅଗ୍ନିବୀର ଯୋଜନାକୁ ନେଇ ଦେଶରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷର ଦେଖାଦେଇଥିଲା ବେଳେ ଶୁକ୍ରବାର ଦିନ ବେଜେପି ସାଂସଦ ବରୁଣ ଗାନ୍ଧୀ ଏହି ଯୋଜନାକୁ ନେଇ ସମାଲୋଚନା କରିଛନ୍ତି ।କହିଛନ୍ତି, ଅଗ୍ନବିରୀମାନଙ୍କ ପାଇଁ ପେନ୍ସନ ଯୋଜନା ନଥିବାରୁ ଏହାକୁ ସମାଲୋଚନା କରିଛନ୍ତି ବରୁଣଗାନ୍ଧୀ। ଯଦି ଅଗ୍ନବୀର ପେନ୍ସନରୁ ବଞ୍ଚିତ ହେବେ ତେବେ ନେତାମନ୍ତ୍ରୀମାନେ କାହିଁକି ପେନ୍ସନ୍ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ନିଜେ ତାଙ୍କ ପେନ୍ସନ Continue Reading
Seo wordpress plugin by www.seowizard.org.