
ଭୁବନେଶ୍ୱର,୨/୮: ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡି ପୂର୍ବତନ ବିଧାୟକ ଅମର ଶତପଥୀ ଘିଅ ଢାଳିଲା ଭଳି ଉତ୍ତର ରଖିଛନ୍ତି। ଦଳର ଆମୂଳଚୁଳ ସଂଗଠନ ଠିକ୍ ନକଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଅମର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କଣ ହେଉଛି।ଅନ୍ୟପକ୍ଷେ ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ […]Continue Reading