Home Posts tagged bjd to support jagdeep dhakhan in vp- election
Odisha News
ଭୁବନେଶ୍ୱର, ୧୭/୭: ଏନ୍ଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ୍ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟଙ୍କ ସହିତ କଥା ହୋଇଛନ୍ତି ।ଜଗଦୀପ୍ଙ୍କୁ ସମର୍ଥନ ଦେବା ପାଇଁ ମୋଦୀ ନବୀନ୍ଙ୍କୁ ନିବେଦନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି ।ଜଗଦୀପ୍ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ Continue Reading
Seo wordpress plugin by www.seowizard.org.