Home Posts tagged bjd leader pritiranjan ghadai
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୩/୪: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧିନ ବାରଗାଡ଼ିଆ ଦଳିତ ବସ୍ତିର ବିସ୍ଥାପନ ନେଇ ଦେଖା ଦେଇଥିବା ସମସ୍ୟା ସହିତ କଳିଙ୍ଗନଗରର ଅନ୍ୟାନ୍ୟ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଆଜି ଏହି ଆଲୋଚନା ସମୟରେ ଇଂ ଘଡାଇ ଟାଟାର ଦୁଇଟି କମ୍ପାନୀ ମଧ୍ୟ ସ୍ଥଳରେ ଥିବା ଏହି ଦଳିତ Continue Reading