Home Posts tagged Bird-flu
Odisha News
ଭୁବନେଶ୍ୱର,୨୬/୮: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।ରାଜ୍ୟର ବିଭିନ୍ନ ଜିଲାକୁ ସଚେତନ କରାଯାଇଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ଜ୍ୱର ହେଉଛି ପକ୍ଷୀ ଫ୍ଲୁ ସଂକ୍ରମଣର ପ୍ରଥମ ଲକ୍ଷଣ ଏବଂ Continue Reading
Seo wordpress plugin by www.seowizard.org.