Home Posts tagged biramaharajapur
Odisha News
ବୀରମହାରାଜପୁର, ୨୫/୩: ଦେଶ ସ୍ବାଧୀନତା ପ୍ରାପ୍ତିକୁ ସାତ ଦଶନ୍ଧି ବିତିଯାଇଛି। କିନ୍ତୁ ଆମ ସମାଜରୁ କୁସଂସ୍କାର ଯାଇନାହିଁ। ବାପାଙ୍କ ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ପୁଅ ୨୦ ହଜାର ଟଙ୍କା ମାଗିଛି, ଯେଉଁ ଟଙ୍କାରେ ସେ ଜାତିଭାଇଙ୍କୁ ଭୋଜିଭାତ ଦେଇ ଖୁସି କରାଇବ।କିନ୍ତୁ ଏହି ରାଶି ନମିଳିବାରୁ ସେ ବାପାଙ୍କ ମୃତଦେହକୁ ସ୍ପର୍ଶ କରିନାହାନ୍ତି। ଶେଷରେ ସମାଜସେବୀମାନେ ୮ ଘଣ୍ଟା ପରେ ଶବକୁ ଅନ୍ତିମ ସଂସ୍କାର Continue Reading
Seo wordpress plugin by www.seowizard.org.