ବର୍ମିଂହାମ, ୩୧/୭: ମଣିପୁରର ଝିଅ ବିନ୍ଦ୍ୟାରାଣୀ ଦେବୀ ଦେଶ ପାଇଁ ଆଣିଛନ୍ତି ଗୌରବ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ସେ ଜିତିଛନ୍ତି ରୌପ୍ୟ ପଦକ। ଭାରୋତ୍ତୋଳନରେ ତାଙ୍କୁ ଏହି ପଦକ ମିଳିଛି। ମହିଳା ୫୫ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।୨୩ ବର୍ଷୀୟା ବିନ୍ଦ୍ୟାରାଣୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ମୋଟ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେ […]Continue Reading