Home Posts tagged BIHAR MAN PASSES AWAY AFTER EATING MOMOS
Odisha News
ଗୋପାଳଗଞ୍ଜ,୧୬/୭: ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗୁରୁବାର ବିଳମ୍ବିତ ରାତିରେ (ଜୁଲାଇ ୧୩) ସନ୍ଧ୍ୟାରେ ସିୱାନର ବଡ଼ହରିଆ ପୁଲିସ ଷ୍ଟେସନ ଅଞ୍ଚଳର ଜ୍ଞାନୀମୋଡରେ ଏହି ଘଟଣା ଘଟିଛି ।ବାସ୍ତବରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପର୍କୀୟମାନେ ପୁଲିସକୁ ସୂଚନା ଦେଇଥିଲେ Continue Reading
Seo wordpress plugin by www.seowizard.org.