Home Posts tagged bhubanswar
National News
By Our Correspondent  Bhubaneswar,Mar 18 :  CSIR-Institute of Minerals and Materials Technology (CSIR-IMMT), Bhubaneswar, hosts the prestigious 51st Shanti Swarup Bhatnagar Indoor Final Tournament-2024, from March 15th to 19th, 2024. Shri Chetan Prakash Jain, Financial Adviser, CSIR, inaugurated the Tournament in the presence of Shri. Debasish Mohanty (former Indian Continue Reading
Odisha News
ଭୁବନେଶ୍ୱର,୨୪/୧୧: ୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଥିଲା ।ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର । ଚଳିତ କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ Continue Reading
Odisha News
ଭୁବନେଶ୍ବର/କଟକ,୧୫/୩: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଯାଇଛି।ମାଲବାହୀ ଗାଡ଼ିଗୁଡ଼ିକ କାଁଭାଁ ଚାଲୁଥିଲା ବେଳେ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ବସ୍ଷ୍ଟାଣ୍ଡରୁ ବସ୍ ବାହାରୁଛି ସତ, କିନ୍ତୁ ଆଗକୁ ବଢ଼ିପାରୁ ନାହିଁ। ଅର୍ଥାତ ଅଧବାଟରେ ଅଟକିଯାଉଛି।ଫଳରେ ନିୟମିତ ଭାବେ ବସ୍ରେ ଯିବାଆସିବା କରୁଥିବା ଯାତ୍ରୀମାନେ ଘୋର Continue Reading
Odisha News
ଭୁବନେଶ୍ବର,୧୨/୩: ଦୃତ ଗତି ମହାବିପତ୍ତି। ଦୃତଗତିରେ ଗାଡ଼ି ଚଳାଉଥିବା ଚାଳକ ନିଜର କ୍ଷତି କରୁଥିବା ବେଳେ ଅନ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସଡ଼କ ସୁରକ୍ଷା ନିୟମକୁ ଖାତିର ନକରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଦରକାର ପଡ଼ିଲେ ଲୋକେ ମାଡ଼ ମଧ୍ୟ ମାରି ଶେଷରେ ପୁଲିସ ହାତରେ ଜିମା ଦେଇଥାନ୍ତି। ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ଣରେ ଏଭଳି ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର‌୍ୟ୍ୟନଗର ଅଞ୍ଚଳରେ ବ୍ରାଉନସୁଗର ଖାଇ ସିରିଜ ଦୁର୍ଘଟଣା Continue Reading
Top Stories
ଭୁବନେଶ୍ବର,୨୩/୮: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ରାତିରେ ଲାଇନଚ୍ୟୁତ ହେବା ପରେ ମରାମତି କାମ ଶେଷ ହୋଇଛି। ମଙ୍ଗଳବାର ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ।ଦୁର୍ଘଟଣା ଘଟିଥିବା ସ୍ଥଳରେ ଟ୍ରେନ୍ ୧୫ କିମି ବେଗରେ ଚାଲିବ ବୋଲି କୁହାଯାଇଛି। ଏଣେ କେତେକ ଟ୍ରେନର ପୁନଃ ସମୟସାରିଣୀ ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଚକ୍ରଧରପୁର ଡିଭିଜନରୁ Continue Reading
Odisha News
ଭୁବନେଶ୍ୱର, ୨୦/୧ : ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏଥିସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ।୨୨ ତାରିଖରେ ଉତ୍ତର ଓଡ଼ିଶା ସମେତ ବରଗଡ଼, ଝାରସୁଗୁଡ଼ା, ୨୩ରେ କେନ୍ଦ୍ରାପଡ଼ାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି Continue Reading
Odisha News
ଭୁବନେଶ୍ୱର, ୯/୧: ଦ୍ରୁତ ଗତିରେ ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୫ହଜାର ମୁହାଁ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୧୬ ଜଣ ଅଛନ୍ତି।୪୭୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୫୯ଟି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ Continue Reading
Odisha News
ଭୁବନେଶ୍ୱର, ୨୪/୧୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। କରୋନାରେ ପ୍ରାଣ ହରାଇଥିବା ଆଉ ୨ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର।ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ତାଙ୍କର ବୟସ ୮୪ ବର୍ଷ ଓ ସେ ଜଣେ ମହିଳା ବୋଲି ଜଣାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷିୟ ପୁରୁଷ ସଂକ୍ରମିତ ପ୍ରାଣ […]Continue Reading
Odisha News
ଭୁବନେଶ୍ୱର ,୫/୧୨: ଓଡିଶାରେ କୋଭିଡ ସ୍ଥିତି ନେଇ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ସେ କହିଛନ୍ତି ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି ।ରାଜ୍ୟରେ ଟେଷ୍ଟିଂ ଧାର‌୍ୟ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି । ନଭେମ୍ବର ମାସରେ Continue Reading
Seo wordpress plugin by www.seowizard.org.