
ଭୁବନେଶ୍ବର, ୫/୪: ଚଳିତ ବର୍ଷର ସର୍ବାଧିକ ତାପମାତ୍ର ଆଜି ରେକର୍ଡ ହୋଇଛି। ପୂରା ରାଜ୍ୟବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି। ସକାଳ ୮ଟା ହେବା ମାତ୍ରେ ସୂର୍ୟ୍ୟଙ୍କ କିରଣ ପ୍ରଖର ଅନୁଭୂତ ହୋଇଥିଲା।ଦିନ ୧୦ଟା ବେଳକୁ ତାପମାତ୍ରା ବଢ଼ି ଯାଇଥିଲା। ରାଜ୍ୟର ୫ଟି ସହରରେ ଅପରାହ୍ଣ ୨ଟାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି।ଏଥିରେ ଭୁବନେଶ୍ବର ସର୍ବାଧିକ ରହିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ Continue Reading