Home Posts tagged Bhubaneswar-Mumbai Konark Express
Odisha News
ଭୁବନେଶ୍ବର, ୧୩/୪: କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଗତକାଲି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ କୋଣାର୍କ ଏକ୍ସପ୍ରେସ ବାହାରିବା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା।ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ବୋମା ମିଳି ନଥିବା କହିଛି ପୁଲିସ।ସୂଚନା ମୁତାବକ, ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଛାଡ଼ିବାର କିଛି Continue Reading
Seo wordpress plugin by www.seowizard.org.