
ଭୋଗରାଇ,୧୫/୩: ଘର ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲେ ମହିଳା । ଗାଁ ଲୋକେ ରକ୍ଷା କରିବା ପୂର୍ବରୁ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଅଘଟଣ ।ମୃତା ମହିଳାଜଣକ ହେଲେ ୨୮ ବର୍ଷୀୟା ଅର୍ଚ୍ଚନା ବେହେରା । ଅର୍ଚ୍ଚନା ପ୍ରାୟ ୧୨ ବର୍ଷ ପୂର୍ବେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ଭାସ୍କର ବାହାରେ ରହି […]Continue Reading