Home Posts tagged bhbaneswar
Odisha News
ଭୁବନେଶ୍ୱର, ୧୫/୪: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି।ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର […]Continue Reading
Odisha News
ଭୁବନେଶ୍ୱର,୨୭/୧ : ଦୋକାନରେ ଗ୍ରାହକ ସାଜି ପଶୁଥିଲେ। ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ। ସୁବିଧା ଦେଖି କ୍ୟାସ୍ କାଉଣ୍ଟରକୁ ଟାର୍ଗେଟ କରି ଖାଲି କରି ଦେଉଥିଲେ। ଏହାପରେ ଆଖି ପିଛୁଳାକେ ଛୁ ହୋଇ ଯାଉଥିଲେ। ଏପରି ଫଣ୍ଡା ଆପଣାଇ ବ୍ରହ୍ମପୁରରୁ ଲୁଟ୍ ଅଭିଯାନ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୁଲିସ୍।ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର Continue Reading
Seo wordpress plugin by www.seowizard.org.