Home Posts tagged bharat jodo jatra
Odisha News
ସୁନ୍ଦରଗଡ଼, ୧୭ । ୧: ସୁନ୍ଦରଗଡ଼ ଜିଲ୍ଲାର କରମଡିହୀ ଠାରୁ ଭାରତ ଯୋଡ ଯାତ୍ରାରେ-ଓଡ଼ିଶାର ଯାତ୍ରୀମାନେ ପୂର୍ବାହ୍ନରେ କାର୍ଯ୍ୟାରମ୍ଭ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ଯାତ୍ରୀମାନେ ମଧ୍ୟାହ୍ନରେ ସୁନ୍ଦରଗଡ଼ ସହର ବସଷ୍ଟାଣ୍ଡରେ ପଂହଚିଥିଲେ । ଏଠାରେ ଅଭୁତପୂର୍ବ ଜନସମାଗମ ହୋଇଥିଲା ।ରାସ୍ତାସାରା ଆଦିବାସୀ ସଂସ୍କୃତି ଓ ପରମ୍ପରାର ନୃତ୍ୟ କରି ସୁନ୍ଦରଗଡ଼ ବାସୀ ପିସିସି ସଭାପତି ତଥା ଭାରତ ଯୋଡ଼ Continue Reading
Seo wordpress plugin by www.seowizard.org.