Home Posts tagged BCCI president Sourav Ganguly
Odisha News
ଭୁବନେଶ୍ୱର,୧/୬: କ୍ରିକେଟ୍ ଜଗତର କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ଚାଲିଛି ଅନେକ କଳ୍ପନା ଜଳ୍ପନା । ବୁଧବାର ଦିନ ଗାଙ୍ଗୁଲି କ୍ରିକେଟର ସର୍ବୋତମ ପଦରୁ ଅର୍ଥାତ୍ ବିସିସିଆଇ ଅଧକ୍ଷ ପଦରୁ ଇସ୍ତଫା ଦେଇଥିବା ନିଜ ଟୁଇଟର ଆକାଉଣ୍ଡରେ ଲେଖିଛନ୍ତି। ଏହା ପରେ ଆରମ୍ଭ ହୋଇଯାଇଛି ଅନେକ କଳ୍ପନା ଜଳ୍ପନା ।ଗାଙ୍ଗୁଲି ଟୁଇଟ୍ରେ ଲେଖିଥିଲେ ‘ଦୀର୍ଘ ୩୦ବର୍ଷ ଧରି କ୍ରିକେଟ୍ ଜଗତରେ ରହିଆସିଛି ।୧୯୯୨ରୁ କ୍ରିକେଟ୍ କ୍ୟାରିଆର ଆରମ୍ଭ କରିବା ପରଠାରୁ ଆଜି Continue Reading
Seo wordpress plugin by www.seowizard.org.