Home Posts tagged basudevpur
Odisha News
ବାସୁଦେବପୁର, ୨୨/୩ : ଟାହିଟାପରା ଉଜାଡ଼ି ଦେଲା ସଂସାର । ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ଗାଁରେ ଘଟିଛି। ନିର୍ବାଚନ ହାରିବା ପରେ ପ୍ରତିପକ୍ଷ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଟାହିଟାପରା ସହି ନ ପାରି ଜୀବନ ହାରିଲେ ସ୍ୱାମୀ ରମାକାନ୍ତ ପରିଡ଼ା । ଏହା ସହ୍ୟ କରି ନ ପାରି ବିଷ ପିଇ ଦେଇଥିବା ସ୍ତ୍ରୀ ସୁମତି ପରିଡ଼ା ମଧ୍ୟ ଶେଷରେ ଆଜି ଆଖି […]Continue Reading
Seo wordpress plugin by www.seowizard.org.