
ବାରଙ୍ଗ, ୨୦/୧୧ : କଟକରେ ପୁଣି ଲଜ୍ଜା । ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଘଟଣାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ବାରଙ୍ଗ ଥାନା ପୋଲିସ ଗିରଫ କରିଛି । ଅନ୍ୟପଟେ ନାବାଳିକା ପୀଡିତାଙ୍କ ଅଧିକ ଚିକିତ୍ସା ପାଇଁ ଶିଶୁଭବନ ଆଇସିୟୁରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବାରଙ୍ଗ ଅଞ୍ଚଳରେ ପୀଡିତାଙ୍କ ବାପା ମାଆ କାମ […]Continue Reading