Home Posts tagged BANKI STORY
Odisha News
ବାଙ୍କୀ,୧୩/୧: ପାଟ୍ରୋଲିଂ ବେଳେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟରୁ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। ଏ ଖପୁରୀ ଓ କଙ୍କାଳ କାହାର? ଏନେଇ ସଠିକ୍ ତଥ୍ୟ ମିଳିନଥିବା ବେଳେ ୫ ମାସ ତଳେ ନିଖୋଜ ଥିବା ନନ୍ଦକିଶୋର ବେହେରାଙ୍କର ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଙ୍କାଳ ପାଖରୁ ମିଳିଥିବା ସାର୍ଟଟି ନନ୍ଦ କିଶୋରଙ୍କର ବୋଲି ତାଙ୍କ ପୁତୁରା ଅନୁମାନ କରୁଛନ୍ତି। ତେଣୁ ସନ୍ଦେହ ଦୂର କରିବା ପାଇଁ ପୁଲିସ୍ ଖପୁରୀ ଓ କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ […]Continue Reading
Seo wordpress plugin by www.seowizard.org.