Home Posts tagged bank loot
Odisha News
ଢେଙ୍କାନାଳ,୯/୨: ଢେଙ୍କାନାଳ ପୁଲିସ୍କୁ ବଡ଼ ସଫଳତା ମିଳିଛି। ଆଜି ମହାବିରୋଡ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି।ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଧରିଥିବା ବେଳେ ଲୁଟ୍ ହୋଇଥିବା ୬ କେଜି ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ।ସୂଚନାରୁ ପ୍ରକାଶ, ଗତ ୩ ତାରିଖ ଦିନ ଦି’ପହରରେ ମହାବିରୋଡ୍ ଓଡ଼ିଶା ଗ୍ରାମ୍ୟ […]Continue Reading
Seo wordpress plugin by www.seowizard.org.