
ବେଙ୍ଗାଲୁରୁ,୧୦/୬: ବିଚ୍ ରାସ୍ତା ଉପରେ ବିଧାୟକଙ୍କ ଝିଅର ଦାଦାଗିରି । ବେଙ୍ଗାଲୁରୁରେ ରେଡ୍ ଲାଇଟ୍ ପଡିଥିଲା ବେଳେ ନିଅମ ନମାନି ବିଜେପି ବିଧାୟକଙ୍କ ଝିଅ ଗାଡି ଚଢ଼ି ପଳାଇ ଥିଲେ । ଉପସ୍ଥିତ ଥିବା ପୋଲିସ୍ କର୍ମି ଗାଡି ଅଟକାଇବାରୁ ବିମ୍ଡବ୍ଲୁ ଗାଡିରୁ ବାହାରି ପୋଲିସ କର୍ମିଙ୍କୁ କହିଥିଲେ ମୁଁବର୍ତ୍ତମାନ ହିଁ ଯିବାକୁ ଚାହୁଁଛି। କାର୍ ଅଟକାଅ ନାହିଁ। ଓଭରଟେକିଂ ପାଇଁ ତୁମେ ମୋ ନାଁରେ କେସ୍ କରିପାରିବ ନାହିଁ। ଏଇଟା ବିଧାୟକଙ୍କ ଗାଡ଼ି’ । ପୋଲିସକର୍ମି Continue Reading