ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାଅନୁସାରେ ମାସ୍କାଗୁଡ଼ା ଗ୍ରାମର କୁମାରୀ ମାଝି(୨୨) ଙ୍କୁ ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗର୍ଭ ବେଦନା ଆରମ୍ଭ ହୋଇଥିଲା। ସ୍ୱାମୀ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୭ : ଜଙ୍ଗଲ ଗଛ କଟାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ହୋଇଥିଲା ଉତେଜନା । ବାଲିଗୁଡା ବନାଂଚଳ ଅନ୍ତର୍ଗତ ବାରଖମା ନିକଟରେ ବନବିଭାଗର ସଂରକ୍ଷିତ ଜଙ୍ଗଲ ରହିଅଛି । ଏହାର ରକ୍ଷଣ ବ୍ୟକ୍ଷଣ ସ୍ଥାନିୟ ବାରଖମାର ଗ୍ରାମବାସୀ କରୁଥିଲେ ।କିନ୍ତୁ ରେବିଙ୍ଗିଆ ପଂଚାତର ବୁଡାଗୁଡା ଗ୍ରାମବାସୀ ଭାଲୁଡଙ୍ଗର ଜଙ୍ଗଲରେ ଥିବା ଗଛଗୁଡାକୁ କାଟି ଜଙ୍ଗଲ ସଫା କରି ଜଙ୍ଗଲର କ୍ଷତି କରୁଥିବା ନେଇ ବାଲିଗୁଡା ବନବିଭାଗ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ବାଲିଗୁଡା,୧୯/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ଦୁଇ ପାର୍ଶ୍ଵରେ ତିଆରି କରାଯାଇଥିବା ଡ୍ରେନ୍ କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ଗାଁରେ ପଶିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୭/୭: କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦର ସଭାପତି ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି।ଏଠାରେ ଏକ ବୃହତ୍ ପାର୍କ ସହିତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୬/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୧୦/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ତହସିଲ ଅଧୀନରେ ରହିଥିବା ଦୂର୍ଗାପଙ୍ଗା ଆରଆଇ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଲେ ।ସୂଚନା ମୁତବକ ଦୂର୍ଗାପଙ୍ଗା ଆରଆଇ ଦିଲ୍ଲୀପ କୁମାର ସାହୁ ଜୌନିକ ବ୍ୟକ୍ତି ଙ୍କ ଜମିର କିସମ ପରିବର୍ତ୍ତନ କରି ପଟ୍ଟା ପ୍ରଦାନ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଏହା ପରେ ଉକ୍ତ ବ୍ୟକ୍ତି ଜଣକ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୭/୭: କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ବାଲିଗୁଡା ଠାରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦେବାସ୍ନାନ ପୂର୍ଣ୍ଣମୀ ପରେ ଚତୁର୍ଦ୍ଧା ମୂର୍ତ୍ତି ଆଜି ଅଣସର ଘରୁ ବାହାରି ନେତ୍ର ଉତ୍ସବ ନୀତି ପରେ ଭକ୍ତ ଙ୍କୁ ନବଯୌବନ ଦର୍ଶନ ଦେଇଥିଲେ ।ଏହି ନବଯୌବନ ଦର୍ଶନ ପାଇଁ ସକାଳୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ରମଣି କହଁର Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୭ : ବାଲିଗୁଡା ବନଖଣ୍ଡ ଦ୍ୱାରା ୭୫ତମ ବନମହୋତ୍ସବ କାର୍ଯ୍ୟକ୍ରମ ଚାଲିଛି । ଆଜି ବାଲିଗୁଡା ବନାଂଚଳ ଅନ୍ତର୍ଗତ ବାଟାଗୁଡା ପଂଚାୟତର ଡାପାକିଆ ଗ୍ରାମର ଜଙ୍ଗଲରେ ଚାରା ରୋପଣ କରାଯାଇଛି ।ଏଥିରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଚକ୍ରମଣି କହଁର ଯୋଦଗ ଦେଇଥିବା ବେଳେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ,ବାଟାଗୁଡାସରପଂଚ ପ୍ରତାପ ମଲ୍ଲିକ,ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩/୭; ବାଲିଗୁଡା ୭୫ତମ ବନମହୋତ୍ସବ ସପ୍ତାହ ଚାଲିଛି । ଆଜି ବାଲିଗୁଡା ସହରର ୧ନଂ ଓାର୍ଡ କାମପଡାଠାରେ ବନୀକରଣ କାର୍ଯ୍ୟକରାଯାଇଛି ।ବୃକ୍ଷରୋପ ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ସଭାପତିତ୍ୱ କରିଥିବା ବେଳେମୁଖ୍ୟ ଅତିଥୀ ଭାବେ ଏସଡିପିଓ ରାହୁଲ ଗୋୟଲ, ବରିଷ୍ଠ ଆଇନଜୀବି କୌଶିକ ସାହୁ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା,ଏସଡିଭିଓ,ତହସିଦାର,ଅତିରିକ୍ତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହା ରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି ।ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ ନିର୍ମାଣ ହୋଇଥିବା ଅନ୍ତେବାସୀ କୋଠାର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ଅଛି କ୍ଷଖାତା ନଂ ୮୦, ପ୍ଳଟ ନଂ ୨୬୮/୧୧୫୨/୮୭୫ ଟି Continue Reading