
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୧୦ : ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର।ଗୁରୁବାର ଶକ୍ତିପୀଠ ମାନଙ୍କରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବାବେଳେ ମଣ୍ଡପ ଗୁଡିକରେ ଆରମ୍ଭ ହୋଇଛି ମହାସପ୍ତମୀ ପୂଜା। କନ୍ଧମାଳ ଜିଲ୍ଲାର ବାଲିଗୁଡା, କୋଟଗଡ, ଜି.ଉଦୟଗିରି, କ.ନୂଆଗାଁ, ରାଇକିଆ, ସମେତ ସମଗ୍ର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଗତ Continue Reading