ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୩/୩: ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା, କନ୍ଧମାଳ ଆନୁକୂଲ୍ୟରେ ବାଲିଗୁଡା ସାଇ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ଧୂପ ଦୀପ ଦେଇ ଓଁ କାର, ସୁପ୍ରଭାତମ ଓ ନଗର ସଂକୀର୍ତନ ହୋଇଥିଲା ପରେ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତାଳନ ନାମ ପଞ୍ଜିକରଣ ସହିତ ଭଜନ, ଜ୍ୟୋତି ଆବାହନ, ବେଦପାଠ, ସହନା ଭବତୁ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୨/୩ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି କ୍ଷ ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା ଜଣାପଡିଛି କ୍ଷବାଲିଗୁଡା ବ୍ଲକ ବାରଖମା ଗ୍ରାମପଞ୍ଚାୟତ ସମିତି ସଭ୍ୟା ମିଶାବତୀ ମଲିକ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ କ୍ଷ ବାଲିଗୁଡ଼ା ବ୍ଲକ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୧/୩: ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍ର ରକ୍ତ ମହଜୁଦ ନଥିଲା।ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ।ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ସୂଚନା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୩ :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭାଲିଆପାଣି ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ ହୋଇ ୧୨୭ ବାଟାଲିୟନ ସିଆରପିଏଫ ତରଫରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୁଲିସ ଇନ୍ସପେକ୍ଟର ଜେନେରାଲ୍ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୧୦/୩: କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି ।ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି ।ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ,ନୁଆଗାଁ ବ୍ଲକ ସାରଙ୍ଗଡ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୮/୩:କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ବ କରିଥିଲାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ ଦିବସର ମହତ୍ତ୍ଵ ବଖାଣି ଥିଲେ।ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ, ବାଣିଜ୍ୟ ବିଭାଗ ଅଧ୍ୟାପକ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୭/୩:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।କରୋନା କାଳରେ ଅନଲାଇନରେ ସରଳ ବୋଧଗମ୍ୟ ଭାଷାରେ ବୁଝାଇ ସ୍ଵତନ୍ତ୍ର ଆପ୍ ବ୍ୟବହାର କରି ଶକ୍ଷକ୍ଟକ୍ସଚ୍ଚ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା:୬/୩: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ୍ ସଭାପତି ଟୁନା ଦାସ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୪/୩: କନ୍ଧମାଳ ଜିଲ୍ଲା ଗୋଛପଡା ଅନ୍ତର୍ଗତ ବାଲାନ୍ଦାପଡା ଠାରେ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବାଲାନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡ଼ିଓ ତଥା ୱାଟର ଷ୍ଟୋରେଜ ବଣ୍ଟନ କରିଥିଲା ।ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଥିକ ସହାୟତା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ବ୍ଲକର ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ବତିଙ୍ଗିଆ କାମ୍ବିନାଯୁ ରେ ଏକ କାର ନଂ.ଙଜ-୦୨-ଇଗ-୦୦୧୧ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । କାର ଚାଳକ ମହମ୍ମଦ ପୂରଖାନ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଡ଼ଃ ଅଶୋକ କୁମାର ପ୍ରଧାନ ସୂଚନା ଦେଇଅଛନ୍ତି ।ଏହି କାର ରେ ବସିଥିବା ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା Continue Reading