ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ଶୁକ୍ରବାର ରାତିରେ କୈାଣସି ଦୁର୍ବୁତ ପଶି ସୁନା ଓ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।ସୁଚନା ପ୍ରକାରେ, କ୍ଟପ୍ରଭାକର ଦିଗାଲ ନିଜ ପରିବାର ସହ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ସନ୍ଧ୍ୟାରେ ଘରକୁ ପହଂଚି କବାଟ ଖୋଲି ଦେଖିବା ବେଳେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ ହୋଇଯାଇଛି । ତାଙ୍କର ଦେହାନ୍ତ ବେଳକୁ ୮୪ ବର୍ଷ ହୋଇଥିଲା ।ନିଜ ବାସ ଭବନ ସଲାଗୁଡା ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ଶିକ୍ଷକ ରୁ ଅବସର ଗ୍ରହଣ କରିବା ପରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡା ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ଶଯ୍ୟାରେ ପଡି ରହି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି ।ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା । ଘର ଭିତରୁ ଧୂଆଁ ବାହାରୁ ଥିବା ବିଷୟ ଆଖପାଖ ସାହି ବାସିନ୍ଦା,ଓ ନିକଟରେ ଥିବା ସିଆରପିଏଫ୍ ବାଟାଲିୟନ ଦେଖିବା ପରେ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୬/୪:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡା ରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ.ଓଆର-୧୨-୨୫୮୬ କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ ଗାଡ଼ିରେ ମୋଟ ୫୨ ବସ୍ତା ମହୁଲ ଥିଲା, ଯାହାର ଓଜନ ୧୫ କୁଇଣ୍ଟାଲ ୬୦ କେଜି ହେବ ବୋଲି ଜଣାପଡିଛି ।ଗାଡି ସହିତ ମହୁଲ ଜବତ କରିବା ସହ ଡ୍ରାଇଭର […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୬/୪: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ ।ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ ।ବଳଦ ଖୋଜି ଫେରିବା […]Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଉକ୍ତ ଉତ୍ସବରେ ସଭାପତି ଡ଼ଃ.ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୪: ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତି ଙ୍କ ମିଳିତ ସହଯୋଗ ରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି ।ଉକ୍ତ ଉଦଘାଟନ ଉତ୍ସବରେ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ର ସଭାପତି ମହମ୍ମଦ ଦ୍ରାଫର ଇକବଲ ଓ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ମାନେ ଏହି Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା କ୍ଷ ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟିଯାଇଥିଲା ।ସେହିରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୭/୪:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳରୁ ପ୍ରାର୍ଥିନୀ ହୋଇଥିବା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୂତି ଭୂଷଣ ଲହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଭାବେ ଥିଲେ । ଶାନ୍ତି ନାୟକ ବିଜେଡି ବାଲିଗୁଡା ୫ ନଂ.କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ।ବିଜୟୀ ହେବା ପରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୭/୪ : ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖା ଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ।ଏଭଳି ସ୍ଥିତିରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟରେ ବହୁ ପୁରାତନ ଦୁଇଟି ପୋଖରୀ Continue Reading