
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ।ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ ବୟସରେ ନିଜ ମାତୃଭୂମିକୁ ଫେରିଛି। କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ନିଃସନ୍ତାନ ଦମ୍ପତି ଏହି ଝିଅକୁ ପୋଷ୍ୟା କନ୍ୟା ରୂପେ ସରକାରୀ Continue Reading