ବାଲେଶ୍ୱର,୧୮/୨: ଦୂଷିତ ପାଣି ପିଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଅନ୍ତେବାସିନୀ ଗୁରୁତର ହୋଇଛନ୍ତି। ୨୫ ଜଣଙ୍କୁ ସୋର ମେଡିକାଲରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଅନ୍ତେବାସିନୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଜି ଘଟିଥିବା ଏହି ଘଟଣାକୁ ନେଇ ଛାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି।ସେପଟେ ଜଣାପଡ଼ିଛି ଏହି Continue Reading
ବାଲେଶ୍ୱର,୧୬/୬: ଵାଲେଶ୍ଵର ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଦିଵାଲୋକରେ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଯୋଗୁ ଆତଙ୍କିତ ହୋଇପଡ଼ିଛନ୍ତି ଜନସାଧାରଣ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ୍ ପ୍ରଶାସନ ସାଜିଛି ନୀରଵ ଦ୍ରଷ୍ଟା ।ପୁଲିସ୍ ପ୍ରଶାସନର ଏପରି ନିଷ୍କ୍ରିୟତା ନିମନ୍ତେ ବାଲେଶ୍ୱରର ଏସ୍ପିଙ୍କୁ ଦାୟୀ କରି ତାଙ୍କ ବଦଳି ଦାବି କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ।ପ୍ରାୟ ୬୨ଟି ସଂଗଠନ ପକ୍ଷରୁ ଗୁରୁବାର ସକାଳ ୬ଟାରୁ Continue Reading