Home Posts tagged baiparuguda
Odisha News
ବୈପାରୀଗୁଡା, ୧୩/୬: କୋରାପୁଟ ଜିଲ୍ଲା ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଅବକାରୀ କମିଶନର ନରସିଂହ ଭୋଳ ଏବଂ ଡେପୁଟି କମିଶନର ଡମ୍ବୁରୁଧର ଗଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି, ଡ଼ିରାମଗିରି, ରିକାଉଡିଆଡି ଗୁଡା ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।ବେଆଇନ Continue Reading
Seo wordpress plugin by www.seowizard.org.