Home Posts tagged bahrain
Odisha News
ଋଶ୍ମିତା ସାହୁଙ୍କ ରିପୋର୍ଟଓଡ଼ିଶା, ୨୪/୨ : ବାହାରିନ ର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବ ର ଆୟୋଜନ କରାଯାଇଥିଲା ।ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା ।ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗଦେଇଥିଲେ ୧୯ଟି ଭାରତୀୟ Continue Reading