
ଭୁବନେଶ୍ବର, ୧୫/୨: ଆମେ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ସଚେତନତା ହେବା ଜରୁରୀ। ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ। ବହୁ ପ୍ରତୀକ୍ଷିତ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହା କହିଛନ୍ତି।ସେ କହିଛନ୍ତି ଯେ, ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ। ଓଡ଼ିଶା ପାଇଁ ନୂଆ ଯୁଗ ଆରମ୍ଭ କରିଛି ଏହି ହସ୍ପିଟାଲ। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ Continue Reading