Home Posts tagged badamba
Odisha News
ବଡ଼ମ୍ବା,୨୮/୯ : ମାନସିକ ଚାପରୁ ନିଜେ ନିଜ ଇଚ୍ଛାରେ ନିଖୋଜ ହୋଇଥିଲେ ବଡ଼ମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର୍ ତପନ କୁମାର ସାହୁ। ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା କରିବାକୁ ନିଖୋଜ ହୋଇ ଯାଇଥିଲେ।ଦୀର୍ଘ ୬୦ ଘଣ୍ଟା ପରେ ଗତକାଲି ଗଞ୍ଜାମ ଗିରିଶୋଲା ନିକଟରୁ ନିଖୋଜ ତପନ କୁମାର ସାହୁ ଠାବ ହେବା ପରେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବଦତ୍ତ ବରାଳ ।କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି […]Continue Reading
Odisha News
ବଡ଼ମ୍ବା,୨୬/୯ : ବ୍ୟାଙ୍କକୁ ଯିବା ବେଳେ ବାଟରୁ ନିଖୋଜ ହୋଇ ଯାଇଛନ୍ତି କାନାଡ଼ା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର।ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ବ୍ରାଞ୍ଚ ମ୍ୟାନେଜର ଜଣଙ୍କ ହେଲେ ତପନ ସାହୁ। ବ୍ରାଞ୍ଚ ମ୍ୟାନେଜର ନିଖୋଜ ନେଇ ବୈଦେଶ୍ୱର ଥାନାରେ ଏତଲା ଦେଇଛନ୍ତି କଳାପଥର ବ୍ରାଞ୍ଚ କର୍ତ୍ତୃପକ୍ଷ।ଏହାସହ ବ୍ରାଞ୍ଚ ମ୍ୟାନେଜରଙ୍କର ସ୍ତ୍ରୀ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଏଫ୍ଆଇଆର Continue Reading
Odisha News
ନରସିଂହପୁର,୧୫/୧: ଦଳଚକଟାରେ ଜଣଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହେବା ପରେ କଟକ ଜିଲ୍ଲା ବଡ଼ମ୍ବାର ସିଂହନାଥ ପୀଠରେ ଜାରି ହୋଇଛି ୧୪୪ ଧାରା। ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।ଗତକାଲି ସିଂହନାଥ ପୀଠକୁ ଯିବାକୁ ଉଦ୍ଦିଷ୍ଟ ଟି-ବ୍ରିଜ୍ରେ ଘଟିଥିବା ଦଳାଚକଟାରେ Continue Reading
Odisha News
ବଡ଼ମ୍ବା,୧୪/୧:କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା। ଏହି ଘଟଣାରେ ୨୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯେତେବେଳେ କି ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି।ମକର ମେଳା ପାଇଁ ଲକ୍ଷାଧିକ ଲୋକ ଏହି Continue Reading
Odisha News
ବଡ଼ମ୍ବା, ୪/୯ : ଖାଦ୍ୟ ବିଷକ୍ରିୟା ଯୋଗୁ କଟକ ଜିଲ୍ଲା ବଡ଼ମ୍ବାର ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଗତକାଲି ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ ମା’ ଆଖି ବୁଜିଛନ୍ତି। କଟକର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୋବିନ୍ଦ ପାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ମୃତ ମହିଳାଙ୍କ ନାଁ ରୁପା ପାତ୍ର। ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପା ଚାଟ, ଘୁଗୁନି Continue Reading
Seo wordpress plugin by www.seowizard.org.