
ନୂଆପଡ଼ା,୬/୭: ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଲା ଡ୍ରାଇଭର। ବୁଧବାର ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ପର୍ତ୍ତା ପାଉନି।ସିନାପାଲି ଓ ବୋଡେନ୍ ଅଞ୍ଚଳରେ ଥିବା ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଶାଖାରୁ ଟଙ୍କା ଯିବାର ଥିଲା। ସେଥିପାଇଁ ଏଟିଏମ୍ରେ ଟଙ୍କା ନେଉଥିବା ସିଏମ୍ଏସ୍ Continue Reading