Home Posts tagged Assembly
Odisha News
ଭୁବନେଶ୍ୱର,୨୨/୯ : ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ 5t ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି।ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ।ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ Continue Reading
Odisha News
ଭୁବନେଶ୍ବର, ୨୪/୧୧: ଗୁରୁବାର ଦିନଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଧାମନଗରର ନୂଆ ବିଧାୟକ ସୂର‌୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରଥମ ଥର ଲାଗି ବିଧାନସଭାରେ ଦେଖିବାକୁ ମିଳିଛି।ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ Continue Reading
National News
RANCHI,SEPT. 5: Chief Minister Hemant Soren on Monday tabled a confidence motion in the Jharkhand Assembly, claiming that the opposition BJP’s attempt to poach MLAs prompted the move. “The opposition has destroyed democracy. BJP has been indulging in horse-trading of legislators. We will show our strength in the House,” Soren said in the assembly. Continue Reading
Odisha News
ଭୁବନେଶ୍ୱର, ୨୭/୭: ରାଜ୍ୟରେ ୨୦୨୦-୨୧ ମସିହାରେ କେତେ ଉଦ୍ୟାନ କୃଷି ଉତ୍ପାଦାନ ହୋଇଛି ତା’ର ଉତ୍ତର ବିଧାନସଭାରେ ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।ଫଳ ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସପେଟା ଆଦି ଫଳ ଲକ୍ଷେ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିବା ବେଳେ ୫୨୬.୭୦ ମେଟ୍ରିକ୍ ଟନ୍ ଅମଳ ଉତ୍ପାଦନ ହୋଇଛି ।ସେହିଭଳି ଛତୁ, ଭେଣ୍ଡି, ମୂଳା, ଆଳୁ, ବିନସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ […]Continue Reading
Odisha News
ଭୁବନେଶ୍ବର ୨୫।୭: ଭାଙ୍ଗାଯିବ ସରକାରୀ କ୍ୱାଟରସ୍ । ଭୁବନେଶ୍ବର ୟୁନିଟ୍-୨ରେ ୪୧୦ଟି କ୍ୱାଟରସ୍ ଭାଙ୍ଗି ପିପିପି ମୁଡରେ ପୁନଃନିର୍ମାଣ ହେବ । ୟୁନିଟ୍-୬ ଅନ୍ତର୍ଗତ ୫୦ଟି କ୍ବାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର ନିର୍ମାଣ ହେବ ।ସେହିଭଳି ୟୁନିଟ୍-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ବାର୍ଟର ଏମଏଲଏ କଲୋନୀରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ । ୟୁନିଟ୍-୩ରେ Continue Reading
Odisha News
ଭୁବନେଶ୍ବର ୧୮।୭: ବିଧାନସଭାରେ ଚୁଡା,ମୁଢ଼ି ତାତି । ଗରିବଙ୍କ ଖାଦ୍ୟ ଉପରେ ଜିଏସ୍‌ଟି ମାଡ । ଚୁଡା,ମୁଢ଼ି ଉପରେ ଜିଏସ୍‌ଟି ଲାଗୁ କରିବା ପରେ କଂଗ୍ରେସ ଏହାର ବିରୋଧ କରିଛି । ସୋମବାର ଦିନ ବିଧାନସଭାର ଶୂନ୍ୟ କାଳରେ କଂଗ୍ରେସ ସଦସ୍ୟମାନେ ଚୁଡା,ମୁଢ଼ି ଉପରୁ ଜିଏସ୍‌ଟି ହଟାଇବା ପାଇଁ ଦାବି କରିଛନ୍ତି । କହିଛନ୍ତି ରାଜ୍ୟର ସମସ୍ତ ଜନସାଧାରଣ ସକାଳ ହେଉ ଅବା ସନ୍ଧ୍ୟାରେ ଏହି ଖାଦ୍ୟ ଉପରେ ନିର୍ଭର କରିଥାନ୍ତି ।ସେହିଭଳି ବିଜେଡି ବିଧାୟକ ଅମର […]Continue Reading
Odisha News
ଭୁବନେଶ୍ବର,୩୧/୩: ଗୁରୁବାର ଦିନ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର‌୍ୟ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ ବିଲ ପାରିତ।ପାଞ୍ଚଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।ବଜେଟ ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପାଇଁ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଗୃହ କମିଟି । ସଦସ୍ୟ Continue Reading
Odisha News
ସ୍ୱାଗତିକା ଭୂତିଆଭୁବନେଶ୍ୱର,୨୫/୩: ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷ ରଖିଛନ୍ତି । ଏହି ଅବସରରେ ରାଜ୍ୟପାଳ ସିଡିଏସ୍ ବିପିନ ରାୱାତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଏହି ଅଧିବେଶନ ଆସନ୍ତା ମାସ ୩୧ ତାରିଖ ପର୍ଯ୍ୟନ୍ତି ଚାଲିବ । ମୋଟ ୭ଟି କାର୍ଯ୍ୟ ଦିବସ ଥିଲା ବେଳେ ଗୋଟିଏ ଦିନ Continue Reading
Seo wordpress plugin by www.seowizard.org.