Home Posts tagged Asit Tripathy
Odisha News
ଭୁବନେଶ୍ବର,୨୬/୯ : ଭୁବନେଶ୍ୱର କ୍ଲବ୍ ସଭାପତି ହେଲେ ପୁର୍ବତନ ମୁଖ୍ୟା ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଅସିତ୍ ଲଗାତାର ଦ୍ୱିତୀୟ ଥର ପାଇଁ ସଭାପତି ପଦ ଅକ୍ତିଆର କରିଛନ୍ତି । ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ୮୫୮ ଭୋଟ୍(୮୧.୫୫%) ପାଇଥିବା ବେଳେ ଶ୍ରୀ ନନ୍ଦ ୧୮୯ ଖଣ୍ଡ ଭୋଟ୍ Continue Reading
Seo wordpress plugin by www.seowizard.org.