Home Posts tagged Asia Cup cricket tournament
Odisha News Sports News
କାଣ୍ଡି,୨/୯ : ଏସିଆ କପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଛନ୍ତି ଇଶାନ କିଷନ ।ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଉଛନ୍ତି।ଇଶାନଙ୍କ ଦିନିକିଆ କ୍ୟାରିୟରର ଏହା ସପ୍ତମ ଅର୍ଦ୍ଧଶତକ। ଇଶାନ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳକୁ ଟିମ୍ ଇଣ୍ଡିଆ ୪୮ Continue Reading
Odisha News
ଦୁବାଇ, ୨୭/୮: ଶନିବାର ଠାରୁ ଆରମ୍ଭ ହେବ ଏସିଆ କପ୍‌ର ୧୫ତମ ସସ୍କରଣ । ଏହା ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଉଛି । କରୋନା ମହାମାରୀ ଯୋଗୁଁ ୪ବର୍ଷପରେ ୟୁଏଇରେ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି । ଗତ ୨୦୧୮ ସଂସ୍କରଣ ଦିନିକିଆ ଥିଲା । କିନ୍ତୁ ୨୦୧୬ ସଂସ୍କରଣ ପ୍ରଥମ ଥର ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଇଥିଲା ।ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । […]Continue Reading
Seo wordpress plugin by www.seowizard.org.