
ପଶ୍ଚିମବଙ୍ଗ, ୨୭/୭: ଅର୍ପିତା ମୁଖାର୍ଜିଙ୍କ ଘରକୁ ମିନି ବ୍ୟାଙ୍କ କରି ରଖିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଅର୍ପିତାଙ୍କ ଘରକୁ ପ୍ରତି ସପ୍ତାହରେ କିମ୍ବା ୧୦ ଦିନରେ ଥରେ ଯାଉଥିଲେ ଏବଂ ଟଙ୍କା ରଖିଆସୁଥିଲେ ପାର୍ଥ । ଖାଲି ଅପ୍ରିତା ନୁହଁନ୍ତି ଅନ୍ୟ ଜଣେ ମହିଳାଙ୍କ ଘରକୁ ବି ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ ପାର୍ଥ । ଏହି ଖୁଲାସା କରିଛନ୍ତି ନିଜେ ଅର୍ପିତା ମୁଖାଜ । ଇଡିର ପଚାର ଉଚାର ବେଳେ ଅର୍ପିତା ଏହି […]Continue Reading