Home Posts tagged army helicopter crash
Odisha News
ନୂଆଦିଲ୍ଲୀ,୨୧/୧୦ : ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାସ୍ଥଳରୁ ସମସ୍ତ ୫ଟି ଯାକ ମୃତଦେହ ଉଦ୍ଧାର କରାଯାଇଛି । ସେନାର ଉଦ୍ଧାରକାରୀ ଦଳ ଏସବୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି ।ତେବେ ମୃତକମାନଙ୍କ ନାମ ସେନା ପକ୍ଷରୁ ଘୋଷଣା କରାଯାଇନାହିଁ । ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ସେମାନଙ୍କ ନାମ ପ୍ରକାଶ କରାଯିବ ।ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ Continue Reading
Seo wordpress plugin by www.seowizard.org.