Home Posts tagged anubhav mohanty
Odisha News
କଟକ,୩।୭ : ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାତିଆଣ ମନ୍ତବ୍ୟ ମହାଙ୍ଗା ପଡିଲା । ସୁଜିତ୍ ଦଳେଇଙ୍କୁ ଜାଣିଆଣ ମନ୍ତବ୍ୟ ବର୍ଷାଙ୍କୁ ଅଡୁଆରେ ପକାଇଛି । ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଅଭିନେତା ଅନୁଭବଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍ ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ Continue Reading
Odisha News
କଟକ,୨୧/୬: ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ଘରେ ରହିବେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ପୂର୍ବରୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ ବର୍ଷାଙ୍କୁ ଏସ୍ଡିଜେଏମ୍ କୋର୍ଟ ଦେଇଥିଲେ Continue Reading
Odisha News
ଭୁବନେଶ୍ୱର,୧୦/୬: ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ ଆସିଛି । ଅନୁୁଭବଙ୍କ ନାଁରେ ବର୍ଷ ଆଉ ଏକ କେସ୍ କଟକ ଡିଜେଏମ୍ କୋର୍ଟରେ କରିଛନ୍ତି ।ଅନୁଭବ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। Continue Reading
Odisha News
ଭୁବଦେଶ୍ୱର,୭/୬: ମଧ୍ୟ ରାତିରେ ଭିଡିଓ ସେୟାର କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ପ୍ୟାନ୍ସକୁ ନିଜ ମନର କଥା ବଖାଣିଲେ ଭିଡିଓ ମାଧ୍ୟମରେ । ସେହି ଭିଡିଓରେ ଅନୁଭବ ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କୁ ନିଜ ରୁମ୍ ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି। ଏହି ଅବସରରେ ସେ ପରିବାର ସଦସ୍ୟଙ୍କ ସହ କଟାଇଥିବା ଖୁସିର ମୁହୂର୍ତ୍ତ ବର୍ଣ୍ଣନା କରିବା ସହ କିଛି ଫଟୋ ଫ୍ରେମ୍ ମଧ୍ୟ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ […]Continue Reading
Ollywood News
ଭୁବନେଶ୍ୱର ୧୯/୫: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ ।କହିଛନ୍ତି ୧୪ ବର୍ଷ ହେବ ମୁଁ ଅନେକ ସମସ୍ୟା ଭୋଗୁଛି । ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ । ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ […]Continue Reading
Seo wordpress plugin by www.seowizard.org.