
କଲ୍ୟାଣସିଂହପୁର, ୪/୪: ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୯ ଲକ୍ଷ ଟଙ୍କା ଲୁଟେରାମାନେ ନେଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାର ଜମାଦେଈପେଣ୍ଠରେ। ବ୍ୟବସାୟୀ ଜଣଙ୍କ ଘର ଆନ୍ଧ୍ରର ପାର୍ବତୀପୁରମରେ। ସେ ଆନ୍ଧ୍ରରୁ ସୁନା ଗହଣା ଆଣି ରାୟଗଡ଼ାରେ ସୁନା ଦୋକାନୀ ମାନଙ୍କୁ ବିକ୍ରି କରୁଥିଲେ।ଗତକାଲି ସଂନ୍ଧ୍ୟା ସମୟରେ ବ୍ୟବସାୟୀ ଜଣକ ସ୍କୁଟିରେ ରାୟଗଡ଼ାରୁ ଆନ୍ଧ୍ରକୁ ଫେରୁଥିଲେ। ଏହି Continue Reading