Home Posts tagged AMURT BHARAT TRAIN REACHED BHUBANESWAR
Odisha News
ଭୁବନେଶ୍ୱର,୩୧/୧୨: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍। ଆଜି ଏହାକୁ ଭୁବନେଶ୍ବର ରେଳ ଷ୍ଟେସନରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି।ଏଠାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ। ଏହି ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏଥିରେ ଉଭୟ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ବଗି Continue Reading
Seo wordpress plugin by www.seowizard.org.