ପୁରୀ, ୧୭/୫ : ଏମାର ମଠର ଖନନ ସ୍ଥଳରେ ସୋମବାର ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ସିଂହ ମୂର୍ତ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଠାଯାଉଛି।ଗୋଟିକିଆ ପଥରରେ ନିର୍ମିତ ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଏଏସଆଇର ଅଧୀକ୍ଷକ ଅରୁଣ ମଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ ଏମ୍ଆର ମଠରେ ପହଞ୍ଚିଛି। ପୁରୀରେ ପହଞ୍ଚିବା ପରେ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ […]Continue Reading