
ଧାର୍ମିକ ମନ୍ତବ୍ୟକୁ ନେଇ ଅକାଇଦାର ମରଣାତ୍ମକ ଆକ୍ରମଣ ଧମକ, ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ହେବ ଆକ୍ରମଣମୁମ୍ବାଇ,୮/୬: : ଆତଙ୍କବାଦୀ ସଂଗଠନ ଅଲକାଏଦାର ଆତ୍ମଘାତି ବିସ୍ପୋରଣର ଧମକ । ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ଆକ୍ରମଣ କରିବା ନେଇ ମଙ୍ଗଳବାର ଦିନ ଧମକ ଦେଇଛି ଅଲକାଇଦା ।ବିଜେପି ନେତାଙ୍କ ପ୍ରଫେଟ ମହମ୍ମଦଙ୍କୁ ଅପମାନ ଜନିତ ମନ୍ତବ୍ୟ ପାଇଁ ଅଲକାଇଦାର ଆକ୍ରମଣ କରିବାର ଚେତାବନି ଦେଇଛି ।ଅଲକାଇଦା କହିଛି ଯେଉଁମାନେ ଆମ Continue Reading