Home Posts tagged AIR INDIA CEO
Odisha News
ନୂଆଦିଲ୍ଲୀ,୧୨/୫: ଟାଟା ସନ୍ସ କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର‌୍ୟ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ Continue Reading
Seo wordpress plugin by www.seowizard.org.