Home Posts tagged aiims doctors
Odisha News
ଭୁବନେଶ୍ବର, ୨୪/୨ : ଲୁଟ୍ ଉଦ୍ୟମ ବେଳେ ଜଣେ ଏମସ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଏମସ କର୍ମଚାରୀ ପ୍ରବୀଣ ପାଠକ ଶନିବାର ରାତି ୮ଟାରେ ଆଇଟିଇଆର୍ କଲେଜ ପାଖ ଦେଇ ଯାଉଥିବା ବେଳେ ପ୍ରାୟ ୮ ଜଣ ତାଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ।ସେ ପ୍ରତିରୋଧ କରିବାରୁ ନିକଟସ୍ଥ ପଡିଆକୁ ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।ପ୍ରବୀଣଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ Continue Reading
Seo wordpress plugin by www.seowizard.org.