Home Posts tagged Agniveer
Odisha News
ନୂଆଦିଲ୍ଲୀ,୫/୭: ଅଗ୍ନିପଥ ଯୋଜନାରେ ୨୦ ପ୍ରତିଶତ ମହିଳାଙ୍କୂୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସାମୁଦ୍ରିକ ପ୍ରତିରକ୍ଷା ବାହୀନିର ବିଭିନ୍ନ ଶାଖାକୁ ପଠାଯିବ । ଜୁଲାଇ ୧ରୁ ନୌସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ମହିଳା ଆବେଦନ କରିଛନ୍ତି। ଯେଉଁ ଶାଖାଗୁଡ଼ିକରେ ମହିଳା ଅଗ୍ନିବୀରମାନଙ୍କୁ ପୋଷ୍ଟ କରାଯିବ, ସେଥିରେ ଅର୍ଡିନାନ୍ସ, ଇଲେକ୍ଟ୍ରିକାଲ୍ ଏବଂ ନାଭାଲ୍ ଏୟାର ମେକାନିକ୍ସ, Continue Reading
Seo wordpress plugin by www.seowizard.org.