Home Posts tagged Agnipath military recruitment
Odisha News
ଭୁବନେଶ୍ୱର,୧୯/୬: ପ୍ରତ୍ୟାହାର ହେବନି ଅଗ୍ନିପଥ । ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିବୀର ଯୋଜନାକୁ ବିରୋଧ କରି ସାରା ଦେଶରେ ହଙ୍ଗାମା ଚାଲିଥିବା ବେଳେ ଅଜି ଆନ୍ଦୋଳନ କାରୀଙ୍କ ପ୍ରତି କଡାଆଭିମୁଖ୍ୟ ରଖିଛି ରକ୍ଷା ମନ୍ତ୍ରଣାଳୟ । ହିଂସାରେ ସାମିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ନାହିଁ ବୋଲି ଘୋଷଣା କରିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ।ଏହା ବ୍ୟତିତ ଆଜି ସାମ୍ବାଦିକ ସମିଳନିରେ ତିନି ସେନା ପକ୍ଷରୁ Continue Reading
Seo wordpress plugin by www.seowizard.org.