Home Posts tagged aditya l1 mission
Odisha News
ନୂଆଦିଲ୍ଲୀ, ୬/୧: ଆଜି ଭାରତ ପାଇଁ ଆଉ ଏକ ଐତିହାସିକ ଦିନ। ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି ସୂର୍ଯ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବା L1 ପଏଣ୍ଟରେ ପହଞ୍ଚିବ ସୂର୍ଯ୍ୟ ମିଶନ।ସେଠାରେ L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ […]Continue Reading
Seo wordpress plugin by www.seowizard.org.