Home Posts tagged Accident (Page 13)
National News
PAURI GARHWAL (Uttarakhand),OCT. 5: Twenty Five people were killed in the Pauri Garhwal bus accident that took place on Tuesday night in the Birokhal area of Dhumakot in Uttarakhand, informed Deputy General of Police Ashok Kumar. Police and SDRF rescued 21 people overnight and the injured have been admitted to nearby hospitals, he added. “Twenty […]Continue Reading
Odisha News
କୋରାପୁଟ, ୨/୧୦: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।Continue Reading
Odisha News
ବଲାଙ୍ଗୀର, ୩/୯: ବଲାଙ୍ଗୀର-ସମ୍ୱଲପୁର ଜାତୀୟ ରାଜପଥ ୨୬ର ଛତାମଖନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ।ସୂଚନା ଅନୁଯାୟୀ, ଗତକାଲି ବିଲମ୍ୱିତ ରାତିରେ ଏକ ଲାଇନ୍ ଟ୍ରକ୍ ବଲାଙ୍ଗୀରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଛତାମଖନା ଛକଠାରେ ଆଗ ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଉକ୍ତ ଟ୍ରକ୍ଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ର ସମ୍ମୁଖ ଅଂଶ ଭାଙ୍ଗି Continue Reading
Odisha News
କାମାକ୍ଷାନଗର, ୨୮/୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ । ନାବାଳକ ସମେତ ୫ ମୃତ।ସୂଚନାନୁସାରେ, ଏକ ଅଟୋରେ କିଛି ଯାତ୍ରୀ ଏନଏଚ-୫୩ ଦେଇ ଯାଉଥିଲେ । ହେଲେ ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଥିଲେ ।ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ ମୃତକ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା […]Continue Reading
Odisha News
ବ୍ରହ୍ମପୁର, ୨୫/୮: ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଡିଭାଇଡରରେ ପିଟିହେବା ଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣଙ୍କ ଜୀବନ।ଖବର ଅନୁଯାୟୀ, ଦୁଇ ଜଣ ଲୋକ ବାଇକ ଯୋଗେ ଯାଉଥିବା ବେଳେ ଛତ୍ରପୁର ଡିଆରଡିଏ ନିକଟରେ ଥିବା ଜାତୀୟ ରାଜପଥ କଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍। ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍। ଏହାଫଳରେ Continue Reading
Odisha News
ଧର୍ମଗଡ ,୫/୮: ପିକଅପ ଭ୍ୟାନ ଓଲଟି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲାଶପାଣି ଅଞ୍ଚଳରୁ ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍ଅପ୍ ଭ୍ୟାନ୍ରେ ଆସୁଥିଲେ ।ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କ୍ଷContinue Reading
Odisha News
ସୋନପୁର, ୧୨/୭ : ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି ।ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍ପି ଅମରେଶ ପଣ୍ଡା ।ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ Continue Reading
Odisha News
ନୂଆପଡ଼ା,୪/୭: ଟ୍ରକ୍ ଧକ୍କାରେ ୪ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ଭିତରେ ଜଣେ ଶିଶୁ ଅଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା Continue Reading
Odisha News
ବଣାଇ,୩/୭: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଙ୍ଗଳା ଶବରା ନିକଟରେ ଏକ କାର୍ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଏହି ପରିବାର ରାଉରକେଲାର ଛେଣ୍ଡ କଲୋନୀରେ ରହନ୍ତି। ସେମାନେ ଏକ ନିର୍ବନ୍ଧ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ସେଠାରୁ କାର୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଆହତ ୬ ଜଣଙ୍କ Continue Reading
Odisha News
ପୁରୀ ୨୦/୬: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା ।ଫଳରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।ଦୁର୍ଘଟଣା ଫଳରେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ ଗୁରୁତର ଆହତ ହୋଇଛନ୍ତି ।ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]Continue Reading