ଦେବଗଡ଼,୨୪/୧୧: ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍। ଦୁର୍ଘଟଣାରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ। ମୃତକମାନେ ହେଲେ ଅସୁରଖୋଲ ଗାଁର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ।ଗ୍ଦ ଭଚ୍ଚଆଜି ସକାଳେ ଶରତ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ। ଏହି ସମୟରେ ତିଲେଇବଣି ଛକରେ ଏକ […]Continue Reading
ବ୍ରହ୍ମପୁର, ୧୮/୧୧: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍।ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଗଛରେ ପିଟି ହୋଇଥିଲା। ଏହାଫଳରେ ଟ୍ରକର ଡ୍ରାଇଭର୍ ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ Continue Reading
ସୋର, ୭/୧୧: ଗୋଟିଏ ପରେ ଗୋଟିଏ ଏପରିକି ୩ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଡ୍ରାଇଭରମାନେ ନିୟନ୍ତ୍ରଣ ହରାଇବାରୁ ପଛକୁ ପଛ ଧକ୍କା ହୋଇଛି ୨ଟି କାର ଓ ଗୋଟିଏ ତେଲ ଟ୍ୟାଙ୍କର।ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳର ହିଁ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଦୁଇ ମୃତକଙ୍କ ପରିଚୟ ମିଳିଛି। ଏଦୁହେଁ ହେଲେ ପାର୍ବତୀ ଓ ଶଙ୍କର ରାଓ। ବାଲେଶ୍ବର ଜିଲ୍ଲା Continue Reading
ଖୋର୍ଦ୍ଧା,୪/୧୧: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଶୁକ୍ରବାର ଭୋରରୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ବସ୍ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।ଗତକାଲି ରାତିରୁ ଏକ ଘରୋଇ ବସ୍ ୪୦ରୁ ଊର୍ଦ୍ଧ୍ୱ Continue Reading
କେନ୍ଦୁଝର, ୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ ବୋଲି ସୂଚନା ମିଳିଛି ।Continue Reading
ଭୁବନେଶ୍ୱର ୩୧/୧୦: ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ କାର ଧକ୍କାରେ ମୃତ୍ୟୁ । ଗତକାଲି ରାତିରେ ରାଜମହଲ ଛକରେ ସଫେଇ କାମରେ ନିୟୋଜିତ ଥିବା ବେଳେ ଏକ ଅଜଣା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତ ଶରୀର ଅଛି । ଏହାକୁ ବିରୋଧ କରି ୬୭ ୱାର୍ଡ ର ସବୁ ସାନିଟାରୀ ଇନ୍ସପେକ୍ଟର କାମ ବନ୍ଦ କରିଛନ୍ତି । ମାମଲା କୁ […]Continue Reading
ଚଣ୍ଡିଖୋଲ,୧୬/୧୦ : ଜାତୀୟ ରାଜପଥ ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କୁ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଏକ କାର୍ଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିଲା । ହେଲେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥିଲେ । କାର ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ନପକାଇ ବାହାରକୁ ଯାଇଥିଲେ ।ଠିକ୍ ଏହି ସମୟରେ ଗାଡିଟି ରାସ୍ତାରେ ଗଡିବାକୁ […]Continue Reading

ଢେଙ୍କାନାଳ,୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ ହୋଇଥିବା ବେଳେ ଗୁରୁତର କାମାକ୍ଷାନଗର ଥାନା ଶିବିଳାପଶି ଗାଁର ବିଷ୍ଣୁ ବିଶ୍ୱାଳ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଉଭୟ ଖୁଣ୍ଟିଆ ଢ଼ାବା ରେ ରାତିଭୋଜନ ସାରି ଏକ ବାଇକରେ Continue Reading
ବାରିପଦା, ୮/୧୦: ପୁଲିସ ଗାଡ଼ି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି। ୧୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।ସହର ଉପକଣ୍ଠ ଶାଳବଣି ଛକରେ ପୁଲିସ ଗାଡ଼ିକୁ ଘୁଷୁରି ବୋଝେଇ ଟ୍ରକ ଧକ୍କା ଦେଇଛି।ଏହାଫଳରେ ୨ ପୁଲିସ କର୍ମଚାରୀଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାରିପଦାର ପିଆରଏମ ମେଡକାଲରେ ଭର୍ତ୍ତି କରାଯାଇଛି।Continue Reading
ସୋହେଲା, ୫/୧୦: କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ହେବାରୁ ଆଜି ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ ଓ ଝିଅ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ କନାପାଲିରେ ଘଟିଥିବା ଏହି ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ତେବେ ବାପ-ଝିଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତେଜନା ସୃଷ୍ଟି କରିଥିଲେ।ଉତ୍ତେଜନା କାରଣରୁ ଯାତାୟତ ପ୍ରଭାବିତ Continue Reading